About Us

ପ୍ର।କୃତିକ ଦୁର୍ବିପାକ ତଥା ବନ୍ୟା, ମରୁଡି, ଘରପୋଡି ଇତ୍ୟାଦିରେ କ୍ଷତିଗ୍ରସ୍ତ ବ୍ୟକ୍ତି ବିଶେଷ ଏବଂ ଗୁରୁତର ବ୍ୟାଧିରେ ପିଡିତ ତଥା ନି8ସହାୟ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।

ଉକ୍ତ ପାଣ୍ଠି ରାଜ୍ୟ ସରକାରଙ୍କ ନିଜସ୍ଵ ବ୍ୟୟବରଦ, ବଦାନ୍ୟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଦାତବ୍ୟ ଅନୁଷ୍ଠାନର ଆର୍ଥିକ ସହାୟତାରେ ପରିଚାଳିତ ହେଇଆସୁଅଛି ।

Odia

Disclaimer: This is the Official Web Portal of Chief Minister's Relief Fund Odisha The portal is developed and hosted by National Informatics Centre. Chief Minister's Relief Fund Odisha is the owner of the portal.